ଗ୍ରହପତି Grahapati

  • ସଂ. ବି ( 6 ଷ୍ଠୀ ତତ୍; ଗ୍ରହ+ପତି) — ଗ୍ରହରାଜ (ଦେଖ) — Graharāja (See)
  • ସଂ. ବି ( 6 ଷ୍ଠୀ ତତ୍; ଗ୍ରହ+ପତି) — ଶନିଗ୍ରହ — Saturn
  • ସଂ. ବି ( 6 ଷ୍ଠୀ ତତ୍; ଗ୍ରହ+ପତି) — ଅରଖ ଗୁଳ୍ମ — Calotropis Gigantea (plant)