ଗ୍ରହନିଗ୍ରହ Grahanigraha

  • ସଂ. ବି (ବିପରୀତାର୍ଥ ସହଚର; ଗ୍ରହ+ନିଗ୍ରହ) — ପୁରଷ୍କାର ଓ ଦଣ୍ଡ — Reward and punishment
  • ସଂ. ବି (ବିପରୀତାର୍ଥ ସହଚର; ଗ୍ରହ+ନିଗ୍ରହ) — ଅନୁଗ୍ରହ ଓ ପ୍ରତିକୂଳତା — Favour and disfavour