ଗ୍ରହଗୋଚର Grahagochara

  • ସଂ. ବି.—( 6 ଷ୍ଠୀ ତତ୍; ଗ୍ରହ+ଗୋଚର) (ଜ୍ୟୋତିଷ) ଜନ୍ମ ରାଶିରୁ ଗ୍ରହମାନଙ୍କର ଶୁଭାଶୁଭ ଗତି — The motion of planets from the sign of zodiac of a person's nativity