ଗ୍ରସ୍ତୋଦୟ Grastodaya

  • ସଂ. ବି (ଗ୍ରସ୍ତ+ଉଦୟ) — ସୂର୍ଯ୍ୟ ବା ଚନ୍ଦ୍ର ରାହୁଗ୍ରସ୍ତ ଅବସ୍ଥାରେ ଉଦିତ ହେବା — The rising of the sun or moon while still in eclipse