ଗ୍ରସିଷ୍ଣୁ Grasishṇu

  • ସଂ. ବି (ଗ୍ରସ୍ ଧାତୁ+ଇଷ୍ଣୁ; ତୁଳ ବର୍ଦ୍ଧିଷ୍ଣୁ, ପ୍ରଭବିଷ୍ଣୁ) — ପରମାତ୍ମା — The supreme soul
  • ସଂ. ବିଣ — ଯେ ଗିଳିବାରେ ଅଭ୍ୟସ୍ତ — Accustomed to swallow