ଗ୍ରନ୍ଥୀ Granthī
- ସଂ. ବିଣ. ପୁଂ. (ଗ୍ରନ୍ଥ+ଇନ୍; 1 ମା. 1 ବ) — ବହୁଗ୍ରନ୍ଥ ରଚୟିତା — Writer of voluminous work
- ସଂ. ବିଣ. ପୁଂ. (ଗ୍ରନ୍ଥ+ଇନ୍; 1 ମା. 1 ବ) — ପୁସ୍ତକ ରକ୍ଷକ; ଲାଇବ୍ରେରିଆନ୍ — Librarian
- ସଂ. ବିଣ. ପୁଂ. (ଗ୍ରନ୍ଥ+ଇନ୍; 1 ମା. 1 ବ) — ଯାହା ନିକଟରେ ବହୁ ପୁସ୍ତକ ଥାଏ — One who has got a store of books
- ସଂ. ବିଣ. ପୁଂ. (ଗ୍ରନ୍ଥ+ଇନ୍; 1 ମା. 1 ବ) — ଯେ ବହୁ ଗ୍ରନ୍ଥ ପଢ଼ିଅଛି — Well read; bookish