ଗ୍ରନ୍ଥିଳ Granthiḻa
- ସଂ. ବିଣ. (ଗ୍ରନ୍ଥି+ଯୁକ୍ତାର୍ଥେ. ଳ) — ଗଣ୍ଠିଗଣ୍ଠିଆ; ବହୁ ଗ୍ରନ୍ଥିଯୁକ୍ତ — Knotty; knotted
- ସଂ. ବିଣ. (ଗ୍ରନ୍ଥି+ଯୁକ୍ତାର୍ଥେ. ଳ) — କୁଟିଳ — Crooked
- ସଂ. ବିଣ. (ଗ୍ରନ୍ଥି+ଯୁକ୍ତାର୍ଥେ. ଳ) — ଯେଉଁ ଜୀବମାନଙ୍କର ଦେହରେ ଗଣ୍ଠି ଅଛି (କଙ୍କଡ଼ା, ବିଛା ଇତ୍ୟାଦି) — Articulated; having joints (animals)
- ସଂ. ବି. — ଅଦା — Ginger
- ସଂ. ବି. — ପିପ୍ପଳୀ ମୂଳ — Root of long pepper
- ସଂ. ବି. — ଆଳୁ (ହି. ଶବ୍ଦସାଗର) — Yam
- ସଂ. ବି. — ଚୋରକ (ହି. ଶବ୍ଦସାଗର) — Name of medicinal scent