ଗ୍ରନ୍ଥିମୟ Granthimaya

  • ସଂ. ବିଣ. (ଗ୍ରନ୍ଥି+ପ୍ରାଚୁର୍ଯ୍ୟାର୍ଥେ. ମୟ) — ଗଣ୍ଠିଗଣ୍ଠିଆ; ଯାହାର ଦେହରେ ବହୁତ ଗଣ୍ଠି ଅଛି — Knotty; full of knot