ଗ୍ରନ୍ଥିକ Granthika
- ସଂ. ବି. (ଗ୍ରନ୍ଥ ଧାତୁ+ଜ୍ଞାତାର୍ଥେ. ଇକ) — ଦୈବଜ୍ଞ; ଗଣକ — Astrologer; Fortune-teller
- ସଂ. ବି. (ଗ୍ରନ୍ଥ ଧାତୁ+ଜ୍ଞାତାର୍ଥେ. ଇକ) — ବିରାଟ ଭବନରେ ଅଜ୍ଞାତ ବାସ କାଳରେ ନକୁଳଙ୍କ ଛଦ୍ମ ନାମ — Name assumed by Nakuḻa living in disguise in the court of king Birāṭa
- ସଂ. ବି. (ଗ୍ରନ୍ଥ ଧାତୁ+ଜ୍ଞାତାର୍ଥେ. ଇକ) — ନକୁଳ ବୋଇଲେ ମୁଁ ଯୁଧିଷ୍ଠିରଙ୍କର ଅଶ୍ୱ ଅଧିକାରୀ ଗ୍ରନ୍ଥିକ ନାମ ମୋର। କୃଷ୍ଣସିଂହ, ମହାଭାରତ, ବିରାଟ।
- ସଂ. ବି. (ଗ୍ରନ୍ଥ ଧାତୁ+ଜ୍ଞାତାର୍ଥେ. ଇକ) — କାନର ବାହାରର ରୋଗ; କାନକଟା ରୋଗ — A disease of the outer ear
- ସଂ. ବି. (ଗ୍ରନ୍ଥ ଧାତୁ+ଜ୍ଞାତାର୍ଥେ. ଇକ) — ପିପ୍ପଳୀମୂଳ (ଦେଖ) — Pippaḻīmūḻa (See)
- ସଂ. ବି. (ଗ୍ରନ୍ଥ ଧାତୁ+ଜ୍ଞାତାର୍ଥେ. ଇକ) — ଗ୍ରନ୍ଥିପର୍ଣ୍ଣ; ଗଣ୍ଠିଅନା ଗଛ (ହି. ଶବ୍ଦସାଗର) — A fragrant tree
- ସଂ. ବି. (ଗ୍ରନ୍ଥ ଧାତୁ+ଜ୍ଞାତାର୍ଥେ. ଇକ) — ଗୁଗ୍ଗୁଳ (ହି. ଶବ୍ଦସାଗର) — Bdellium
- ସଂ. ବି. (ଗ୍ରନ୍ଥ ଧାତୁ+ଜ୍ଞାତାର୍ଥେ. ଇକ) — କରୀର (ଦେଖ) (ହି. ଶବ୍ଦସାଗର) — Karīra (See)