ଗ୍ରନ୍ଥକୀଟ Granthakīṭa

  • ସଂ. ବି. (ଆଧୁନିକ ପ୍ରୟୋଗ) (ଗ୍ରନ୍ଥ+କୀଟ) — ( 6 ଷ୍ଠୀ ତତ୍) ଯେଉଁ ପୋକ ପୋଥି ପ୍ରଭୃତିରେ ରହି ତାକୁ କାଟନ୍ତି। — (6ଷ୍ଠୀ ତତ୍) ଯେଉଁ ପୋକ ପୋଥି ପ୍ରଭୃତିରେ ରହି ତାକୁ କାଟନ୍ତି
  • ସଂ. ବି. (ଆଧୁନିକ ପ୍ରୟୋଗ) (ଗ୍ରନ୍ଥ+କୀଟ) — (ଲକ୍ଷଣାର୍ଥ) ଯେ ସର୍ବଦା ପୁସ୍ତକାଧ୍ୟୟନରେ ଲାଗିଥାଏ — Book-Worm
  • ସଂ. ବି. (ଆଧୁନିକ ପ୍ରୟୋଗ) (ଗ୍ରନ୍ଥ+କୀଟ) — ହେ ପଣ୍ଡିତକୁଳ, ଆତ୍ମବଞ୍ଚନାରେ ପଡ଼ି ଗ୍ରନ୍ଥକୀଟ ହୋଇ ସିନା କଟାଉଛ ବୃଥା ଯୁବାକାଳ କବିତାର ସଂକଳ୍ପ ଆମୋଦେ—ରାଧାନାଥ, ମହାଯାତ୍ରା।