ଗୌରୀଶଙ୍କର ରାୟ Ga̲u̲rīṡkara rāya
- ଦେ. ବି. (ନାମ) — ଏ ଉତ୍କଳଦୀପିକାର ପୂର୍ବତନ ସଂପାଦକ — The late Babu Goureesankaer Rai, editor of the Utkal Dipika and managing director of the Cuttack Printing Company for 40 years
- ଦେ. ବି. (ନାମ) — [ଦ୍ର—ବହୁପୁରୁଷ ହେଲା ବଙ୍ଗଦେଶରୁ ଆସି ଉତ୍କଳର ସ୍ଥାୟୀ ଅଧିବାସୀ ହୋଇଥିବା କାୟସ୍ଥ ବଂଶରେ 1838 ଖ୍ରୀଷ୍ଟାବ୍ଦରେ ଅସୁରେଶ୍ୱରର ଦୀକ୍ଷିତପଡ଼ାରେ ଏହାଙ୍କର ଜନ୍ମ। ଏ ଖୁବ୍ ଦକ୍ଷତା ଓ ନିର୍ଭୀକତା ସହକାରେ ପ୍ରାୟେ 40 ବର୍ଷ ଉତ୍କଳ ଦୀପିକାକୁ ଓ କଟକ ପ୍ରିଣ୍ଟିଙ୍ଗ କୋମ୍ପାନି ଛାପାଖାନାକୁ ଚଳାଇଥିଲେ। ଏ କଟକବାସୀଙ୍କୁ ଗୋଟିଏ ଟାଉନ୍ ଲାଇବେରୀହଲ୍, ଉତ୍କଳବାସୀ ବଙ୍ଗୀୟ କାୟସ୍ଥମାନଙ୍କ ପାଇଁ ଗୋଟିଏ ଛାତ୍ରାବାସ ଓ ଅସୁରେଶ୍ୱର— ବାସୀଙ୍କୁ ଗୋଟିଏ ଡାକ୍ତରଖାନା ଦାନ କରି ଯାଇଅଛନ୍ତି। 1917 ମସିହା ମାର୍ଚ୍ଚ ମାସ 7 ତାରିଖରେ ଏହାଙ୍କର ମୃତ୍ୟୁ ହୋଇଥିଲା।] — [ଦ୍ର—ବହୁପୁରୁଷ ହେଲା ବଙ୍ଗଦେଶରୁ ଆସି ଉତ୍କଳର ସ୍ଥାୟୀ ଅଧିବାସୀ ହୋଇଥିବା କାୟସ୍ଥ ବଂଶରେ1838ଖ୍ରୀଷ୍ଟାବ୍ଦରେ ଅସୁରେଶ୍ୱରର ଦୀକ୍ଷିତପଡ଼ାରେ ଏହାଙ୍କର ଜନ୍ମ ଏ ଖୁବ୍ ଦକ୍ଷତା ଓ ନିର୍ଭୀକତା ସହକାରେ ପ୍ରାୟେ40ବର୍ଷ ଉତ୍କଳ ଦୀପିକାକୁ ଓ କଟକ ପ୍ରିଣ୍ଟିଙ୍ଗ କୋମ୍ପାନି ଛାପାଖାନାକୁ ଚଳାଇଥିଲେ ଏ କଟକବାସୀଙ୍କୁ ଗୋଟିଏ ଟାଉନ୍ ଲାଇବେରୀହଲ୍, ଉତ୍କଳବାସୀ ବଙ୍ଗୀୟ କାୟସ୍ଥମାନଙ୍କ ପାଇଁ ଗୋଟିଏ ଛାତ୍ରାବାସ ଓ ଅସୁରେଶ୍ୱର— ବାସୀଙ୍କୁ ଗୋଟିଏ ଡାକ୍ତରଖାନା ଦାନ କରି ଯାଇଅଛନ୍ତି1917ମସିହା ମାର୍ଚ୍ଚ ମାସ7ତାରିଖରେ ଏହାଙ୍କର ମୃତ୍ୟୁ ହୋଇଥିଲା]