ଗୌରୀପୁତ୍ର Ga̲u̲rīputra

  • ସଂ. ବି. ( 6 ଷ୍ଠୀ ତତ୍; ଗୌରୀ+ପୁତ୍ର) — କାର୍ତ୍ତିକେୟ — Kārttikeya
  • ସଂ. ବି. ( 6 ଷ୍ଠୀ ତତ୍; ଗୌରୀ+ପୁତ୍ର) — ଅଷ୍ଟମବର୍ଷରେ ବିବାହିତା କନ୍ୟାର ଗର୍ଭଜାତ ପୁତ୍ର — The son of a women married at the age of eight