ଗୌରୀପଟ୍ଟ Ga̲u̲rīpaṭṭa

  • ସଂ. ବି (ରୂପକ କର୍ମଧା; ଗୌରୀରୂପ ପଟ୍ଟ) — ଶିବଲିଙ୍ଗର ଚାରିପାଖେ ବେଢ଼ିଥିବା ପ୍ରସ୍ତରନିର୍ମିତ ଶକ୍ତି; ଯେଉଁ ଗୋଲାକାର ଗଭୀର ପଥରଚକଡ଼ା ମଧ୍ୟରେ ଶିବଲିଙ୍ଗ ଉଠିଥାଏ — The circular plate of stone around the Ṡibaliṅga or phallus of Ṡiba; (symbolising the female creative organ)