ଗୌରାଙ୍ଗ Ga̲u̲rāṅga

  • ସଂ. ବିଣ. ପୁଂ. (ବହୁବ୍ରୀହି) — ଗୋରା — Fair-skinned (male)
  • ଦେ. ବି. — ଚୈତନ୍ୟ ଦେବ — Cha̲i̱tanya deba
  • ଦେ. ବି. — [ଦ୍ର—ଏହାଙ୍କ ଶରୀର ଗୌରବର୍ଣ୍ଣ ଥିବାରୁ ଏହାଙ୍କୁ ଗୌରାଙ୍ଗ କୁହାଯାଏ।]
  • ଦେ. ବି. — ପୁରୁଷ ବ୍ଯକ୍ତିଙ୍କୁ ଦିଆଯିବା ନାମ — Name of males