ଗୌନ୍ତିଆ Ga̲u̲ntiā

  • ପ୍ରାଦେ. (ସମ୍ବଲପୁର) ବି — ଗ୍ରାମର ସରବରାକାର; ଗ୍ରାମର ପ୍ରତିନିଧି ବା ମୁଖ୍ୟ ବ୍ଯକ୍ତି — Head-man of a village
  • ପ୍ରାଦେ. (ସମ୍ବଲପୁର) ବି — ବଂଶୋପାଧିବିଶେଷ — A family-title