ଗୋଡ଼େ ଗୋଡ଼େ Goṟḍ̠e goṟḍ̠e

  • ଦେ. ଅ — ଠିଆଏ ଠିଆଏ; କୌଣସି ସ୍ଥାନକୁ ଯାଇ ସେଠାରେ ନ ବସି; ଠିଆ ଠିଆ କାର୍ଯ୍ୟ ସାରି — Without taking seat
  • ଦେ. ଅ — ଅନତିବିଳମ୍ବେ; ଅତି ଶୀଘ୍ର; ଚଟ୍ — As soon as possible; immediately; very quickly
  • ଦେ. ଅ — ପ୍ରତି ମୁହୂର୍ତ୍ତରେ; ବାରମ୍ବାର — Every moment; repeatedly
  • ଦେ. ଅ — (ଯଥା—ସେ ଦୁହିଙ୍କର ଗୋଡ଼େ ଗୋଡ଼େ କଜିଆ ଲାଗିଛି।)
  • ଦେ. ଅ — ସର୍ବଦା ଜଣକର ପଛେ ପଛେ ଥାଇ — Dogging the foot steps of another