ଗୋଡ଼ାଣିଆଁ Goṟḍ̠āṇiāñ

  • ଦେ. ବିଣ — ପରର ଅନୁସରଣିଆଁ; ଯେ ବିନା ନିମନ୍ତ୍ରଣରେ ଅନ୍ଯ ବ୍ଯକ୍ତିର ପଛରେ ଗୋଡ଼ାଇଥାଏ — Following slavishly; attending on another person without invitation