ଗୋଡ଼କୁ ଶାଙ୍କୋଳି ହାତକୁ ବେଡ଼ି Goṟḍ̠aku ṡāṅkoḻi hātaku beṟḍ̠i

  • ଦେ. ବି. (ସହଚର) — (ଲକ୍ଷଣାର୍ଥ) କଠୋର ପ୍ରବନ୍ଧକ; ଅନ୍ତରାୟ; ବିଘ୍ନ — (figurative) Serious impediment
  • ଦେ. ବି. (ସହଚର) — ଭାର୍ଯ୍ୟା ହେଲା ତାଙ୍କ ଗୋଡ଼କୁ ଶାଙ୍କୋଳି ହାତକୁ ବେଡ଼ି। କୁନ୍ତଳାକୁମାରୀ, ନଅତୁଣ୍ଡୀ।