ଗୋଡ଼ ମାରିବା

  • ଦେ. କ୍ରି — ଅନ୍ଧାର ରାତିରେ ବାଟରେ କିମ୍ବା ପାଣିରେ ଯିବା ସମୟରେ ପାଣିର ଗଭୀରତା ଆଦି ଜାଣିବା ପାଇଁ ସେଠାରେ ଚାଲିବା ପୂର୍ବରୁ ଗୋଡ଼ଦ୍ୱାରା ସେ ସ୍ଥାନକୁ ଉଣ୍ଡିବା।
  • ଦେ. କ୍ରି — କାଦୁଆ ମାଟିପୂଳା ଆଦି ଥିବା ଅସମତଳ ସ୍ଥାନକୁ ସମତଳ କରିବା ଲାଗି ଗୋଡ଼ଦ୍ୱାରା ଚଲାଇବା।