ଗୋଡ଼ ଧରିବା Goṟḍ̠a dharibā

  • ଦେ. କ୍ରି — ଅନ୍ୟର ପାଦ ଧରି ପ୍ରାର୍ଥନା କରିବା — To hold another's legs by way of beseeching
  • ଦେ. କ୍ରି — କ୍ଷମା ପ୍ରାର୍ଥନା କରିବା — To beg excuse or forgiveness
  • ଦେ. କ୍ରି — ନୋହିଲେ ବା ଦୌପଦୀ ଗୋଡ଼କୁ ଧରନ୍ତୁ—କୃଷ୍ଣସିଂହ, ମହାଭାରତ, ବନ।
  • ଦେ. କ୍ରି — ଅତି ମିନତି କରିବା — To solicit most humbly