ଗୋଡ଼ ଛାଟିବା Goṟḍ̠a chhāṭibā

  • ଦେ. କ୍ରି — ମଲାବେଳେ ଗୋଡ଼କୁ ଇତସ୍ତତଃ ସଞ୍ଚାଳିତ କରିବା — To beat the air with the legs in agony (at the time of dying)
  • ଦେ. କ୍ରି — (ଶିଶୁ) ଅବୁଝ ହୋଇ ଭୂମିରେ ଗୋଡ଼କୁ ଇତସ୍ତତଃ ସଞ୍ଚାଳିତ କରିବା — (a child) To beat the air with the legs in a paroxysm of rage