ଗୋଡ଼ ଘଷିବା Goṟḍ̠a ghashibā

  • ଦେ. କ୍ରି — ପାଦ ସଂବାହନ କରିବା — To massage the legs
  • ଦେ. କ୍ରି — (ଲକ୍ଷଣାର୍ଥ) ଅତିଶୟ ଖୋସାମତ କରିବା — (figurative) To flatter