ଗୋହିରି Gohiri
- ଦେ. ବି — ଦୁଇ ପାଖେ ବାଡ଼ ଥିବା ସଂକୀର୍ଣ୍ଣ ପଥ — Narrow lane with fences on both sides
- ଦେ. ବି — ଆମ୍ଭମାନଙ୍କ ଚମ୍ପା ଗୋହିରି ମଝିରେ ମାଣିଆବନ୍ଦି ପଣତକାନି ଉଡ଼ାଇ ଦୁଇ ଡେଣା ଦୋହଲାଇ ଚାଲିବା ବେଳେ ଠିକ୍ ତାହାକୁ ମରାଳଗାମିନୀ ବୋଲା ଯାଇ ପାରେ। ଫକୀରମୋହନ, ଛମାଣଆଠଗୁଣ୍ଠ।
- ଦେ. ବି — ଜଳ ନାଳ — Water-channel