ଗୋସ୍ୱାମୀ Goswāmī
- ସଂ. ବି. ( 6 ଷ୍ଠୀ ତତ୍; ଗୋ=ଗୋରୁ, ପୃଥିବୀ, ଜଳ, ସ୍ୱର୍ଗ, ଇନ୍ଦ୍ରିୟ+ସ୍ୱାମିନ୍ 1 ମା. 1 ବ.) — ଗୋସମୂହର ଅଧିପତି — Owner of herds of cattle
- ସଂ. ବି. ( 6 ଷ୍ଠୀ ତତ୍; ଗୋ=ଗୋରୁ, ପୃଥିବୀ, ଜଳ, ସ୍ୱର୍ଗ, ଇନ୍ଦ୍ରିୟ+ସ୍ୱାମିନ୍ 1 ମା. 1 ବ.) — ଗୋରକ୍ଷକ — Cowherd
- ସଂ. ବି. ( 6 ଷ୍ଠୀ ତତ୍; ଗୋ=ଗୋରୁ, ପୃଥିବୀ, ଜଳ, ସ୍ୱର୍ଗ, ଇନ୍ଦ୍ରିୟ+ସ୍ୱାମିନ୍ 1 ମା. 1 ବ.) — ବୈରାଗୀ; ସଂସାରତ୍ୟାଗୀ ବ୍ଯକ୍ତି; ସନ୍ନ୍ୟାସୀ (ଯେ ଇନ୍ଦ୍ରିୟ ସଂଯମ କରିଅଛନ୍ତି) — An anchorite; a recluse
- ସଂ. ବି. ( 6 ଷ୍ଠୀ ତତ୍; ଗୋ=ଗୋରୁ, ପୃଥିବୀ, ଜଳ, ସ୍ୱର୍ଗ, ଇନ୍ଦ୍ରିୟ+ସ୍ୱାମିନ୍ 1 ମା. 1 ବ.) — ଧର୍ମୋପଦେଷ୍ଟା — A religious preceptor
- ସଂ. ବି. ( 6 ଷ୍ଠୀ ତତ୍; ଗୋ=ଗୋରୁ, ପୃଥିବୀ, ଜଳ, ସ୍ୱର୍ଗ, ଇନ୍ଦ୍ରିୟ+ସ୍ୱାମିନ୍ 1 ମା. 1 ବ.) — ଭଗବାନ୍ — Bhagabān; God
- ସଂ. ବି. ( 6 ଷ୍ଠୀ ତତ୍; ଗୋ=ଗୋରୁ, ପୃଥିବୀ, ଜଳ, ସ୍ୱର୍ଗ, ଇନ୍ଦ୍ରିୟ+ସ୍ୱାମିନ୍ 1 ମା. 1 ବ.) — ରାଜା — King
- ସଂ. ବି. ( 6 ଷ୍ଠୀ ତତ୍; ଗୋ=ଗୋରୁ, ପୃଥିବୀ, ଜଳ, ସ୍ୱର୍ଗ, ଇନ୍ଦ୍ରିୟ+ସ୍ୱାମିନ୍ 1 ମା. 1 ବ.) — ବରୁଣ — Baruṇa; The Hindu God of water
- ସଂ. ବି. ( 6 ଷ୍ଠୀ ତତ୍; ଗୋ=ଗୋରୁ, ପୃଥିବୀ, ଜଳ, ସ୍ୱର୍ଗ, ଇନ୍ଦ୍ରିୟ+ସ୍ୱାମିନ୍ 1 ମା. 1 ବ.) — ଇନ୍ଦ୍ର — Indra; the Hindu God of rain
- ସଂ. ବି. ( 6 ଷ୍ଠୀ ତତ୍; ଗୋ=ଗୋରୁ, ପୃଥିବୀ, ଜଳ, ସ୍ୱର୍ଗ, ଇନ୍ଦ୍ରିୟ+ସ୍ୱାମିନ୍ 1 ମା. 1 ବ.) — ବୃହସ୍ପତି — Bṛuhaspati
- ଦେ. ବି — ନବଦ୍ୱୀପର ଅଦ୍ୱୈତ ଓ ନିତ୍ୟାନନ୍ଦ ବଂଶୀୟ ବ୍ରାହ୍ମଣଙ୍କ ବଂଶୋପାଧି — Family title of the descendants of Cha̲i̱tanya's disciple Nityānanda and Adwa̲i̱ta