ଗୋସ୍ତନ Gostana
- ସଂ. ବି ( 6 ଷ୍ଠୀ ତତ୍; ଗୋ+ସ୍ତନ) — ଗୋରୁର ଚିର — The udder of a cow
- ସଂ. ବି ( 6 ଷ୍ଠୀ ତତ୍; ଗୋ+ସ୍ତନ) — ଫୁଲର ତୋଡ଼ା — A nosegay
- ସଂ. ବି ( 6 ଷ୍ଠୀ ତତ୍; ଗୋ+ସ୍ତନ) — ଫୁଲକଢ଼ର ପୁଞ୍ଜ — A cluster of buds
- ସଂ. ବି ( 6 ଷ୍ଠୀ ତତ୍; ଗୋ+ସ୍ତନ) — (ବହୁବ୍ରୀହି) ଚାରିସରିଆ ହାର — A four-stringed necklace