ଗୋସାମଣୀ Gosāmaṇī
- ଦେ. ବି. ସ୍ତ୍ରୀ—(ସଂ. ଗୋସ୍ୱାମୀରୁ ଉତ୍ପନ୍ନ ସ୍ତ୍ରୀଲିଙ୍ଗାନ୍ତ ଶବ୍ଦ ଗୋସ୍ୱାମିନୀ) — ସ୍ତ୍ରୀ ପ୍ରଭୁ; ସ୍ୱାମିନୀ — Mistress
- ଦେ. ବି. ସ୍ତ୍ରୀ—(ସଂ. ଗୋସ୍ୱାମୀରୁ ଉତ୍ପନ୍ନ ସ୍ତ୍ରୀଲିଙ୍ଗାନ୍ତ ଶବ୍ଦ ଗୋସ୍ୱାମିନୀ) — ହେଲ ଗୋସାମଣି ଯେତେ ପ୍ରସନ୍ନ ମୋ ପ୍ରତି। ରାଧାନାଥ, ସାବିତ୍ରୀ ଚରିତ।