ଗୋସାଇଁ Gosāiñ

  • ଦେ. ବି. (ସଂ. ଗୋସ୍ୱାମୀ) — ପ୍ରଭୁ; ସ୍ୱାମୀ — Lord; master
  • ଦେ. ବି. (ସଂ. ଗୋସ୍ୱାମୀ) — ମାଲିକ; ପଶୁର ବା ଦ୍ରବ୍ୟର ସ୍ୱାମୀ — Owner of a beast or article
  • ଦେ. ବି. (ସଂ. ଗୋସ୍ୱାମୀ) — ଖଲିଆ ବୋଲେ ଖାଡ଼ିଆରେ ଦେଖ୍ ମୋର ଚାଲି ତୋର ମୋର ସାଙ୍ଗ ହେଲେ ଗୋସେଇଁ ଖାଇବା କାଲି—ଢଗ।
  • ଦେ. ବି. (ସଂ. ଗୋସ୍ୱାମୀ) — ବ୍ରାହ୍ମଣ — Brāhmaṇa
  • ଦେ. ବି. (ସଂ. ଗୋସ୍ୱାମୀ) — ଗଙ୍ଗାଙ୍କ ତୀରେ ବସି ସମସ୍ତ ଗୋସାଇଁ। କୃଷ୍ଣସିଂହ, ମହାଭାରତ, ବନ।
  • ଦେ. ବି. (ସଂ. ଗୋସ୍ୱାମୀ) — ଗୋସ୍ୱାମୀ; ବୈରାଗୀ; ସନ୍ନ୍ୟାସୀ ସଂପ୍ରଦାୟବିଶେଷ; ଦଶନାମୀ ସନ୍ନ୍ୟାସୀ — A class of ascetics or Sannyāsīs
  • ଦେ. ବି. (ସଂ. ଗୋସ୍ୱାମୀ) — [ଦ୍ର—ଏ ସଂପ୍ରଦାୟର ଦଶ ଭେଦ ଅଛି, ଏମାନଙ୍କୁ ଦଶନାମୀ ବୋଲାଯାଏ। ଗିରି, ପୁରୀ, ଭାରତୀ, ସରସ୍ୱତୀ, ବନ, ତୀର୍ଥ ଆଦି ଏହି ସଂପ୍ରଦାୟର ଅନ୍ତର୍ଭୁକ୍ତ।]
  • ଦେ. ବି. (ସଂ. ଗୋସ୍ୱାମୀ) — ଚୈତନ୍ୟଦେବଙ୍କ ଶିଷ୍ୟ ଓ ବଂଶଧରଙ୍କ ଉପାଧି — Title of Cha̲i̱tanya's descendants and disciples
  • ଦେ. ବି. (ସଂ. ଗୋସ୍ୱାମୀ) — ଈଶ୍ୱର; ଦେବତା — God; Deity
  • ଦେ. ବି. (ସଂ. ଗୋସ୍ୱାମୀ) — ବ୍ରାହ୍ମଣ, ଗୁରୁ ଆଦିଙ୍କ ପରେ ମାନ୍ୟାର୍ଥ ପ୍ରଯୁକ୍ତ ଉପାଧି — A title of respect added after the name of a revered person
  • ଦେ. ବି. (ସଂ. ଗୋସ୍ୱାମୀ) — (ଯଥା—ଗୁରୁ ଗୋସାଇଁ, ନନା ଗୋସାଇଁ, ବାପା ଗୋସାଇଁ।)
  • ଦେ. ଅ. (ସମ୍ବୋଧନ) — (ବ୍ରାହ୍ମଣ, ବୈଷ୍ଣବ ଓ ରାଜାଙ୍କ ପ୍ରତି ସମ୍ବୋଧନରେ ପ୍ରଯୁଜ୍ୟ) ମହାଶୟ! — (Interjection used in addressing a Brāhmaṇa, an ascetic, a Raja) Sir!