ଗୋସାଇଁଆଁ Gosāiñāñ

  • ଦେ. ବି (ସଂ. ସ୍ୱାମୀ) — ପ୍ରଭୁ; ମାଲିକ — Lord; owner
  • ଦେ. ବି (ସଂ. ସ୍ୱାମୀ) — ଗୃହର ସ୍ୱାମୀ — Master of a house
  • ଦେ. ବି (ସଂ. ସ୍ୱାମୀ) — ପତି; ଭର୍ତ୍ତା — Husband
  • ଦେ. ବି (ସଂ. ସ୍ୱାମୀ) — ରକ୍ଷକ — Protector
  • ଦେ. ବି (ସଂ. ସ୍ୱାମୀ) — ଅଭିଭାବକ — Guardian