ଗୋସର୍ପିକା Gosarpikā
- ସଂ. ବି. ସ୍ତ୍ରୀ. (ଗୋ=ଇନ୍ଦ୍ରିୟ+ସୃପ ଧାତୁ=ଗମନ କରିବା +କର୍ତ୍ତୃ. ଅକ+ସ୍ତ୍ରୀ. ଆ) — ସ୍ୱେଚ୍ଛାଚାରିଣୀ ସ୍ତ୍ରୀ; ବେଶ୍ୟା — A prostitute; harlot
- ସଂ. ବି. ସ୍ତ୍ରୀ. (ଗୋ=ଇନ୍ଦ୍ରିୟ+ସୃପ ଧାତୁ=ଗମନ କରିବା +କର୍ତ୍ତୃ. ଅକ+ସ୍ତ୍ରୀ. ଆ) — (ଗୋସର୍ପ+କ+ସ୍ତ୍ରୀ. ଆ)—ସ୍ତ୍ରୀ ଗୋଧି — Female iguana