ଗୋଷ୍ପଦ Goshpada
- ସଂ. ବି. (ବହୁବ୍ରୀହି; ଗୋଃ=ଗୋରୁର+ପଦ; ଯେଉଁ ସ୍ଥାନରେ ଗୋରୁର ପଦ ରହେ) — ଗାଭୀର ପଦଚିହ୍ନିତ ସ୍ଥାନ; ଗୋରୁ ଖୋଜ — The foot-prints of a cow, the mark or impression of a cow's hoof left on the ground
- ସଂ. ବି. (ବହୁବ୍ରୀହି; ଗୋଃ=ଗୋରୁର+ପଦ; ଯେଉଁ ସ୍ଥାନରେ ଗୋରୁର ପଦ ରହେ) — ଗୋରୁର ଖୁରାଦ୍ୱାରା ଭୂମିରେ ଖୋଳି ହୋଇଯାଇ ଥିବା କ୍ଷୁଦ୍ର ଗର୍ତ୍ତ — A small cavity left on the ground by the hoof of a cow
- ସଂ. ବି. (ବହୁବ୍ରୀହି; ଗୋଃ=ଗୋରୁର+ପଦ; ଯେଉଁ ସ୍ଥାନରେ ଗୋରୁର ପଦ ରହେ) — ଗୋରୁ ଯିବା ଆସିବା ସ୍ଥାନ — A place frequented by cattle
- ସଂ. ବି. (ବହୁବ୍ରୀହି; ଗୋଃ=ଗୋରୁର+ପଦ; ଯେଉଁ ସ୍ଥାନରେ ଗୋରୁର ପଦ ରହେ) — ଅତି ଅଳ୍ପ ପରିମିତ ଜଳର ଆଧାର — A very small reservoir like the foot- print of cow
- ସଂ. ବି. (ବହୁବ୍ରୀହି; ଗୋଃ=ଗୋରୁର+ପଦ; ଯେଉଁ ସ୍ଥାନରେ ଗୋରୁର ପଦ ରହେ) — ଗୋଷ୍ପଦ ପୁଷ୍କର—ରାଧାନାଥ।
- ସଂ. ବି. (ବହୁବ୍ରୀହି; ଗୋଃ=ଗୋରୁର+ପଦ; ଯେଉଁ ସ୍ଥାନରେ ଗୋରୁର ପଦ ରହେ) — ଗୋଷ୍ପଦରେ ସମ୍ଭାଇବା ଭଳି ଅତି ଅଳ୍ପ ଜଳ — A small quantity of water sufficient to fill up a hole left on the ground by the hoof of a cow
- ସଂ. ବି. (ବହୁବ୍ରୀହି; ଗୋଃ=ଗୋରୁର+ପଦ; ଯେଉଁ ସ୍ଥାନରେ ଗୋରୁର ପଦ ରହେ) — ଗୋଷ୍ଠ (ହି. ଶବ୍ଦସାଗର) — Cattle-pen
- ସଂ. ବି. (ବହୁବ୍ରୀହି; ଗୋଃ=ଗୋରୁର+ପଦ; ଯେଉଁ ସ୍ଥାନରେ ଗୋରୁର ପଦ ରହେ) — ପ୍ରଭାସ ତୀର୍ଥର ଅନ୍ତର୍ଗତ ତୀର୍ଥବିଶେଷ — Name of a sacred place adjoining Prabhāsa