ଗୋଷ୍ପଦୀକୃତ Goshpadīkṛuta

  • ସଂ. ବିଣ. (ଗୋଷ୍ପାଦ+ଅଭୂତତଦ୍ଭାବେ ଚ୍ୱି+କୃତ) — ଯାହା ପୂର୍ବେ ବଡ଼ ଜଳାଶୟ ଥିଲା ତାକୁ ଚାରିପାଖରୁ ପୋତି ବା ସଂକୁଚିତ କରି ଗୋଷ୍ପଦ ତୁଲ୍ୟ କ୍ଷୁଦ୍ରାୟତନ କରାଯାଇ ଥିବା — (A big reservoir) Reduced to a mere hole by being gradually filled up