ଗୋଷ୍ଠୀପତି Goshṭhīpati

  • ସଂ. ବି. ( 6 ଷ୍ଠୀ ତତ୍; ଗୋଷ୍ଠୀ+ପତି) — ବଂଶର ପ୍ରଧାନ ବ୍ଯକ୍ତି; ପରିବାରର କର୍ତ୍ତା — Head of a family
  • ସଂ. ବି. ( 6 ଷ୍ଠୀ ତତ୍; ଗୋଷ୍ଠୀ+ପତି) — ସଭାପତି — President of a meeting
  • ସଂ. ବି. ( 6 ଷ୍ଠୀ ତତ୍; ଗୋଷ୍ଠୀ+ପତି) — ଦଳପତି; ନେତା; ଅଧିନାୟକ — Headman; leader