ଗୋଷ୍ଠୀ କରିବା Goshṭhī karibā

  • ଦେ. କ୍ରି — ବହୁଲୋକ ମିଳି କୌଣସି ବିଷୟ ଆଲୋଚନା କରିବା — To discuss a subject in an assembly
  • ଦେ. କ୍ରି — ବିଷ୍ଣୁର କଥା ଗୋଷ୍ଠୀ କଲେ, ଏମନ୍ତେ ଉତ୍ପାତ ଦେଖିଲେ। ଜଗନ୍ନାଥ, ଭାଗବତ।