ଗୋଳିଗାଳି ହେବା Goḻigāḻi hebā

  • ଦେ. କ୍ରି — ଘାଣ୍ଟି ହେବା; ଆନ୍ଦୋଳିତ ବା ମଥିତ ହେବା — To be agitated or stirred
  • ଦେ. କ୍ରି — ଭୂମିରେ ଲୁଣ୍ଠିତ ହେବା; ଲୋଟିସାଉଁଟି ହେବା — To wallow or roll on the ground