ଗୋଳାହାଟ Goḻāhāṭa
- ଦେ. ବି (ସଂ. ଗୋଲକ ଓ ହଟ୍ଟ; ସଂ. ଗୋଲ୍ହାଟ) — ଶରୀର— ଭେଦ ଭଜନରେ ବର୍ଣ୍ଣିତ ହୃଦୟର କାଳ୍ପନିକ ସ୍ଥାନ — An imaginery place in the human heart mentioned in the Oriya Ṡarīra-bheda bhajanas
- ଦେ. ବି (ସଂ. ଗୋଲକ ଓ ହଟ୍ଟ; ସଂ. ଗୋଲ୍ହାଟ) — ଗୋଲାହାଟ ବୋଲି ବେଦାନ୍ତ କହେ, ହାଟ କେମନ୍ତେ କହ ଦେବରାୟେ। ପ୍ରାଚୀ, ପରଚେ ଗୀତା।