ଗୋଳାଇବା Goḻāibā
- ଦେ. କ୍ରି (ସଂ. ଘୁଟ ଧାତୁ=ଆଲୋଡ଼ନ କରିବା) — (ସକର୍ମକ) ଦ୍ରବ ପଦାର୍ଥ ସହ ଅନ୍ଯ ପଦାର୍ଥ ମିଶାଇବା; ଗୋଳିବା — To mix up some thing with water or liquid
- ଦେ. କ୍ରି (ସଂ. ଘୁଟ ଧାତୁ=ଆଲୋଡ଼ନ କରିବା) — (ସକର୍ମକ) ଘାଣ୍ଟିବା; ଆଲୋଡ଼ନ କରିବା — To stir up; to agitate
- ଦେ. କ୍ରି (ସଂ. ଘୁଟ ଧାତୁ=ଆଲୋଡ଼ନ କରିବା) — (ଅକର୍ମକ) ଛୁଆଁ ଅଛୁଆଁ ବାରଣ ନ ରଖିବା — Not to discriminate between what is to be touched and what not
- ଦେ. କ୍ରି (ସଂ. ଘୁଟ ଧାତୁ=ଆଲୋଡ଼ନ କରିବା) — (ସକର୍ମକ) ଗୋଳମାଳ କରିଦେବା — To confuse
- ଦେ. କ୍ରି (ସଂ. ଘୁଟ ଧାତୁ=ଆଲୋଡ଼ନ କରିବା) — (ଅକର୍ମକ) ଅପାନ ବାୟୁ ତ୍ୟାଗ ଦ୍ୱାରା ବାୟୁକୁ ଦୁର୍ଗନ୍ଧମୟ କରିବା — To pollute the air by passing wind
- ଦେ. କ୍ରି (ସଂ. ଘୁଟ ଧାତୁ=ଆଲୋଡ଼ନ କରିବା) — ଗୋଳିବାର ଣିଜନ୍ତରୂପ — Causative form of Goḻibā