ଗୋଳାଇ ହେବା Goḻāi hebā
- ଦେ. କ୍ରି — ମିଶ୍ରିତ ହେବା — To be mixed up
- ଦେ. କ୍ରି — ଅନ୍ଯ ବ୍ଯକ୍ତି ସଙ୍ଗେ ବଳେ ପଶି ମିଶିବାକୁ ଚେଷ୍ଟା କରିବା — To try to mix up with other people unasked
- ଦେ. କ୍ରି — (ମନ) ଘାଣ୍ଟିହେବା — To feel uneasy (in mind)
- ଦେ. କ୍ରି — ଅନୁତାପ କରିବା — To regret