ଗୋଳମାଳିଆ Goḻamāḻiā

  • ଦେ. ବିଣ — ଗଣ୍ଡଗୋଳ ପୂର୍ଣ୍ଣ — Noisy; uproarious
  • ଦେ. ବିଣ — ଜଟିଳ; ଦୁର୍ବୋଧ୍ୟ — Incomprehensible; intricate
  • ଦେ. ବିଣ — ଅଡ଼ୁଆ; ଅଡ଼ୁଆତଡ଼ୁଆ — Confused; mazy; tangled