ଗୋଳଘାଣ୍ଟ Goḻaghāṇṭa

  • ଦେ. ବିଣ — ଅସ୍ତବ୍ୟସ୍ତ; ଲେଉଟପାଲଟ — Topsy-turvy; upturned
  • ଦେ. ବିଣ — (ଗୋଲଘାଣ୍ଟ—ଅନ୍ୟରୂପ)
  • ଦେ. ବିଣ — ଦୁରବସ୍ଥାଜର୍ଜରିତ — Afflicted
  • ଦେ. ବିଣ — ଅବ୍ଯବସ୍ଥିତ — Confused
  • ଦେ. ବି — ଗୋଳମାଳ — Confusion
  • ଦେ. ବି — ଘଣ୍ଟାଚକଟା — Stirring up
  • ଦେ. ବି — ବିଶେଷ ଆନ୍ଦୋଳନ — Excessive agitation