ଗୋଳକୁଣ୍ଡା Goḻakuṇḍā

  • ଦେ. ବି. ସ୍ତ୍ରୀ. (ସଂ. ଗୋଳ+କୁଣ୍ଡ) — ଅସତୀ ସ୍ତ୍ରୀ — Unchaste woman; adulteress
  • ଦେ. ବି. ସ୍ତ୍ରୀ. (ସଂ. ଗୋଳ+କୁଣ୍ଡ) — ପୁଂ— ବିଧବାର ଜାରଜ ସନ୍ତାନ — A widow's bastard son
  • ଦେ. ବି. ସ୍ତ୍ରୀ. (ସଂ. ଗୋଳ+କୁଣ୍ଡ) — (ନାମ)—ଦାକ୍ଷିଣାତ୍ୟର ନଗରବିଶେଷ (ହୀରାଖଣି ଥିବାରୁ ବିଖ୍ୟାତ) — Golkuṇḍā; a place in S. India (famous for its diamond-mines)
  • ପ୍ରାଦେ. (ଗଞ୍ଜାମ) ବି. — ଏକପ୍ରକାର ସିମ୍ବ ବା ଝଟା — A kind of bean