ଗୋଳ କରିବା Goḻa karibā

  • ଦେ. କ୍ରି — ଅଳି କରି ବ୍ୟତିବ୍ୟସ୍ତ କରିବା — To make importune requests
  • ଦେ. କ୍ରି — କଳି କରିବା — To set up a quarrel
  • ଦେ. କ୍ରି — ଗୋଳମାଳ କରିବା — To make a row
  • ଦେ. କ୍ରି — ସବୁ ମିଶାଇ ଦେବା — To create a confusion