ଗୋଲ୍ ନେବା Gol nebā

  • ଦେ. ତ୍ରି. (ଇଂ. ଗୋଲ୍) — ଫୁଟ୍ବଲ ଖେଳରେ ଆପଣା ପକ୍ଷର ଗୋଲ୍ (ସୀମା) ବାଟେ ପେଣ୍ଡୁ ଗଳି ଚାଲି ଗଲେ ତତ୍ୱାରା ଖେଳରେ ହାରିବା — To take a goal in the game of football