ଗୋଲୋମୀ Golomī

  • ସଂ. ବି (ଗୋ+ଲୋମ+ଇନ୍; 1 ମା. 1 ବ) — (ଗୋରୁର ଲୋମ ପରି ଦେଖାଯିବାରୁ) ଶ୍ୱେତ ଦୂର୍ବା; ଧଳା ଦୁବ — White Doob-grass; Agrostis Lincaris