ଗୋଲିଆଗୁଲି Goliāguli

  • ପ୍ରାଦେ. (ସମ୍ବଲପୁର) ବି — ଘାଣ୍ଟତିଅଣ; ନାନାଜାତୀୟ ପରିବା ମିଶାଇବା ରନ୍ଧା ହୋଇଥିବା ତିଅଣ — Hodgepodge; hotchpot