ଗୋଲାଧ୍ୟାୟ Golādhyāya

  • ସଂ. ବି. (ଗୋଳ+ଅଧ୍ୟାଯ) — ଭାସ୍କରାଚାର୍ଯ୍ୟଙ୍କ ପ୍ରଣୀତ ଭୂଗୋଳ ଓ ଖଗୋଳ ବିଷୟକ ଜ୍ୟୋତିଷ ଗ୍ରନ୍ଥବିଶେଷ — Name of an astronomical work by Bhāskarāchārj̄ya