ଗୋଲାଜାତ Golājāta

  • ଦେ. ବିଣ — ଅମାର ବା ପଣ୍ୟଗାରକୁ ଆନୀତ ଓ ସଞ୍ଚିତ — Brought to and stored in the granary or ware-house
  • ଦେ. ବିଣ — ଲୁଣ ପୁନର୍ବାର ଓଜନ ହୋଇ ଗୋଲାଜାତ ହେଲେ ଅଦଲଦାର ତା ଉପରେ ଅଦଲ ମାରିଦିଏ। ଫକିରମୋହନ, ଗଳ୍ପସ୍ୱଳ୍ପ।