ଗୋଲାଙ୍ଗୁଡ଼ Golāṅguṟḍ̠a

  • ସଂ. ବି. ( 6 ଷ୍ଠି ତତ୍; ଗୋ+ଲାଙ୍ଗୁଳ) — ଗୋରୁର ଲାଙ୍ଗୁଡ଼ — Tail of a cow
  • ସଂ. ବି. ( 6 ଷ୍ଠି ତତ୍; ଗୋ+ଲାଙ୍ଗୁଳ) — (ବହୁବ୍ରୀହି) କୃଷ୍ଣମୁଖ ବାନରବିଶେଷ — A kind of black-faced monkey
  • ସଂ. ବି. ( 6 ଷ୍ଠି ତତ୍; ଗୋ+ଲାଙ୍ଗୁଳ) — ନ୍ଯାୟବିଶେଷ — A kind of analogy applied in common parlance
  • ସଂ. ବି. ( 6 ଷ୍ଠି ତତ୍; ଗୋ+ଲାଙ୍ଗୁଳ) — [ଦ୍ର—ଜଣେ ଅନ୍ଧ ବ୍ଯକ୍ତି ତା ଶଶୁରଘରର ଗୋରୁକୁ ବାଟରେ ପାଇ ଶଶୁରଘରକୁ ଯାଇଥିବା ଉକ୍ତ ଗୋରୁର ଲାଙ୍ଗୁଡ଼କୁ ଧରି ସେହି ଗୋରୁ ପଛେ ପଛେ ଯାଇ ଶଶୁରଘରେ ପହଞ୍ଚିବାର କାହାଣୀକୁ ଅବଲମ୍ବନ କରି ଏ ନ୍ଯାୟ ଖଟାଯାଏ।]