ଗୋଲାଙ୍ଗୁଡ଼ା Golāṅguṟḍ̠ā

  • ଦେ. ବି. (ସଂ. ଗୋଲାଙ୍ଗୁଳ) — ବାନରବିଶେଷ — A kind of monkey
  • ଦେ. ବି. (ସଂ. ଗୋଲାଙ୍ଗୁଳ) — ଷଷ୍ଟି ସହସ୍ର କୋଟି ଗୋଲାଙ୍ଗୁଡ଼ା ଗୋଟି। କରି ରାମ ପାଶେ ଆସିଲେ ଗବାକ୍ଷଟି। କୃଷ୍ଣସିଂହ, ମହାଭାରତ, ବନ।