ଗୋଲନ୍ଦାଜ Golandāja

  • ଦେ. ବି (ହି. ଗୋଲା+ଫା. ଆନ୍ଦାଜ=ବିକ୍ଷେପକ) — କମାଣଦ୍ୱାରା ଗୋଳା ନିକ୍ଷେପକାରୀ ସୈନ୍ୟ; ଯେଉଁ ସୈନ୍ୟ ତୋପଦ୍ୱାରା ଗୋଳା ଚଳାଏ — An artilleryman; a gunner