ଗୋଲକଧନ୍ଦା Golakadhandā
- ଦେ. ବି. (ଫା. ଗୋସକ୍+ଧନ୍ଦା) — ବିଷମ ସମସ୍ୟା — Dilemma; fix; inextricable difficulty
- ଦେ. ବି. (ଫା. ଗୋସକ୍+ଧନ୍ଦା) — ଭୁଆଁ; ଗୋଳମାଳିଆ ପଥଯୁକ୍ତ ସ୍ଥାନ; ଦୁର୍ନିର୍ଗମ ପଥ; ଯେଉଁ ଘର ବା ବାଟରେ ଥରେ ପଶିଲେ ସହଜରେ ବାହାରି ହୁଏ ନାହିଁ — A round-about way; a maze; a labyrinth
- ଦେ. ବି. (ଫା. ଗୋସକ୍+ଧନ୍ଦା) — ଅତି କଷ୍ଟରେ ସାଧନଯୋଗ୍ୟ ପ୍ରଶ୍ନ; ପ୍ରହେଳିକା; ବିଷମ ସମସ୍ୟା — Enigma; riddle; puzzle